ଜୁଆ ଆଡ୍ଡାରେ ପୁଲିସର ଚଢ଼ାଉ, ୬ ଜୁଆଡ଼ି ଗିରଫ

Advertisment
ଜୁଆ ଆଡ୍ଡାରେ ପୁଲିସର ଚଢ଼ାଉ, ୬ ଜୁଆଡ଼ି ଗିରଫ

public.app

ବୌଦ୍ଧ: ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅଇଁଲାପାଲି ଗ୍ରାମରେ ଚାଲିଥିବା ଏକ ଜୁଆ ଆଡ୍ଡାରେ ଜିଲ୍ଲା ପୁଲିସ ଚଢ଼ାଉ କରିଛି। ଘଟଣାସ୍ଥଳରୁ ୬ ଜଣ ଜୁଆଡ଼ିଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ୬ ଟି ମୋବାଇଲ ଓ ୧୮ ହଜାର ଟଙ୍କା ଜବତ ହୋଇଛି। ଏନେଇଏସଡିପିଓ ସୂଚନା ଦେଇଛନ୍ତି। ପୁଲିସ ଅଧିକ ତଦନ୍ତ ଜାରି ରଖିଛି ।

ଗିରଫ ଅଭିଯୁକ୍ତମାନଙ୍କ ପରିଚୟ ମିଳିଛି। ସେମାନେ ହେଲେ ବୌଦ୍ଧ ଜିଲ୍ଲା ବାଉଁଶୁଣିର ଲକ୍ଷ୍ମୀ ନାରାୟଣ ମେହେର, ଛେଲିବହାଲର ସୁରୁ ପ୍ରଧାନ, ଅଇଁଲାପାଲିର ସୁଧାଂଶୁ ମେହେର, ହିଲୁଙ୍ଗର ରବୀନ୍ଦ୍ର ସାହୁ, ମହେଶ୍ୱରପିଣ୍ଡାର ସୁରେନ୍ଦ୍ର ସେଠୀ ଏବଂ ସୋନପୁର ଜିଲ୍ଲାର କରୁଣାକର ପ୍ରଧାନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe