Advertisment

ବୌଦ୍ଧ ଜିଲ୍ଲା ବିଜେପି ସଭାପତି ଆହତ 

Advertisment
ବୌଦ୍ଧ ଜିଲ୍ଲା ବିଜେପି ସଭାପତି ଆହତ 

ବୌଦ୍ଧ: ବୌଦ୍ଧ ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତି ଆହତ ହୋଇଥିବାର ଖବର ମିଳିଛି। ସେ  ରବିବାର ଭୁବନେଶ୍ବରରୁ ଫେରୁଥିବା ବେଳେ ନୟାଗଡ଼ରେ ଅଟକି ଥିଲେ। ବନ୍ଧୁ ଓ ଦଳୀୟ କର୍ମକର୍ତ୍ତାଙ୍କ ସହ ଏକ ଚା’ ଦୋକାନ ସମ୍ମୁଖରେ ସାକ୍ଷାତ କରିବା ‌ବେଳେ ଏକ ଢଙ୍କୁଣୀବିହୀନ ଡ୍ରେନରେ ଖସି ପଡ଼ି ଯାଇଥିଲେ। ଫଳରେ ତାଙ୍କ ବାମ ହାତ ଭାଙ୍ଗି ଯାଇଥିବା ଜଣାଯାଇଛି। ତାଙ୍କୁ ତୁରନ୍ତ ନୟାଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe