ସୁରେଖା ଦେବୀ ବୃଦ୍ଧାଶ୍ରମରେ ବିଶ୍ବ ବରିଷ୍ଠ ନାଗରିକ ଦିବସ ପାଳିତ

Advertisment

ବୌଦ୍ଧ ବ୍ଲକ ମୁଣ୍ଡାପଡା ପଂଚାୟତ ଅନ୍ତର୍ଗତ କନ୍ଧଧୃମାଲ ଠାରେ ଥିବା ସୁରେଖା ଦେବୀ ବୃଦ୍ଧାଶ୍ରମରେ ବିଶ୍ବ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇ ଯାଇଛିl କାର୍ଡର ସମ୍ପାଦକ ଧର୍ମୁଧର ପୋଢଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ

bdh

ଜହ୍ନlପଙ୍କ: ବୌଦ୍ଧ ବ୍ଲକ ମୁଣ୍ଡାପଡା ପଂଚାୟତ ଅନ୍ତର୍ଗତ କନ୍ଧଧୃମାଲ ଠାରେ ଥିବା ସୁରେଖା ଦେବୀ ବୃଦ୍ଧାଶ୍ରମରେ ବିଶ୍ବ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇ ଯାଇଛିl କାର୍ଡର ସମ୍ପାଦକ ଧର୍ମୁଧର ପୋଢଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ମାଇଁ ଭାରତର ସଂଯୋଜକ ଆସମାନ ମହାକୁଡ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।

ଉକ୍ତ ଅବସରରେ କାର୍ଡ ଓ ମାଇଁ ଭାରତର ସ୍ବେଚ୍ଛାସେବୀ ମାନଙ୍କ ପକ୍ଷରୁ ବୃଦ୍ଧାଶ୍ରମର୍ ଅନ୍ତେବାସୀ ମାନଙ୍କୁ ଖାଦ୍ୟ, ବସ୍ତ୍ର ଓ ଫଳ ବଣ୍ଟନ କରା ଯାଇଥିଲା l ପ୍ରତି ମାସରେ ଅନ୍ତେବାସୀ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଓ ଔଷଧ ବଣ୍ଟନ ପାଇଁ ମାଇଁ ଭାରତ ପକ୍ଷରୁ ପ୍ରତିଶ୍ରୁତି ଦିଆ ଯାଇଥିଲାl

ଆଜିର କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସତ୍ୟ ମହାକୁଡ, ବିବେକା ସାଣ୍ଢ, କିରଟି ପ୍ରଧାନ, ବିଘ୍ନରାଜ ପ୍ରଧାନ, ସତ୍ୟ ରଞ୍ଜନ ପୋଢ ଓ ଅନ୍ୟ ମାନେ ସହଯୋଗ କରିଥିଲେ।

Boudh

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe