ଜାତୀୟ ରାଜପଥ କଡ଼ରୁ ଯୁବକଙ୍କ ରକ୍ତାକ୍ତ ଶବ ଉଦ୍ଧାର

ଅଜଣା ଗାଡ଼ି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

new indian express

ବୌଦ୍ଧ: ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ କଡ଼ ସରସରା ଗ୍ରାମ ନିକଟରୁ ପୁଲିସ ଜଣେ ଯୁବକଙ୍କର ରକ୍ତାକ୍ତ ଶବ ଉଦ୍ଧାର କରିଛି। ଯୁବକ ଜଣକ ସରସରା ଗ୍ରାମର ଅନାମ ମିର୍ଦ୍ଧା ବୋଲି ଜଣା ଯାଇଛି। ଶବ ନିକଟରେ ଏକ ଟାଙ୍ଗିଆ ପଡ଼ିଥିବା ବେଳେ ମୃତକଙ୍କ ଦୁଇ ହାତ ବନ୍ଧା ହୋଇଛି।

ବୌଦ୍ଧ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଓ ଟାଙ୍ଗିଆ ଜବତ କରିଛି। ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe