ବର୍ଷାରେ ଭାଙ୍ଗିଲା ମାତୃ ଓ ଶିଶୁ ସ୍ବାସ୍ଥ୍ୟ କେନ୍ଦ୍ର ନିର୍ମାଣାଧୀନ ପାଚେରି  

Advertisment
ବର୍ଷାରେ ଭାଙ୍ଗିଲା ମାତୃ ଓ ଶିଶୁ ସ୍ବାସ୍ଥ୍ୟ କେନ୍ଦ୍ର ନିର୍ମାଣାଧୀନ ପାଚେରି  

ସୋନପୁର: ପ୍ରବଳ ବର୍ଷାରେ ଭାଙ୍ଗିଯାଇଛି ସୋନପୁରରେ ନବ ନିର୍ମିତ ମାତୃ ଓ ଶିଶୁ ସ୍ବାସ୍ଥ୍ୟ କେନ୍ଦ୍ରର ନିର୍ମାଣାଧୀନ ପାଚେରି। ଏହି ସ୍ବାସ୍ଥ୍ୟ କେନ୍ଦ୍ର ନିର୍ମାଣ ପ୍ରାୟ ଅଢେଇ ବର୍ଷ ହେବ ଚାଲିଛି ଏବଂ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ଏହି ସ୍ବାସ୍ଥ୍ୟ କେନ୍ଦ୍ର ନିର୍ମାଣରେ ଅନିୟମିତତା ହେଉଥିବା ଆଗରୁ ଅଭିଯୋଗ ହେଉଥିଲା। ସମ୍ପୃକ୍ତ ଠିକାଦାର କିନ୍ତୁ ଲୋକଙ୍କ କୌଣସି ଅଭିଯୋଗକୁ ଖାତିର କରୁନଥିଲେ। ଏବେ ଦୁଇ ଦିନ ବର୍ଷାରେ ପାଚେରି ଭାଙ୍ଗିବ‌ା ଘଟଣା ନିମ୍ନମାନର କାମ ହେଉଥିବା ସ୍ପଷ୍ଟ ହୋଇଛି। ତେଣୁ ଏହାର ତଦନ୍ତ କରାଯିବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe