ନୂଆପଡ଼ା:ପୋଖରିରେ ବୁଡ଼ି ୪ର୍ଥ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

Advertisment
ନୂଆପଡ଼ା:ପୋଖରିରେ ବୁଡ଼ି ୪ର୍ଥ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

ନୂଆପଡ଼ା: ଗତକାଲି ଗାଧୋଇବାକୁ ଯାଇ ନୂଆପଡ଼ା ଜିଲ୍ଲା ବେଲିଟୁକୁରି ଥାନା ଅନ୍ତର୍ଗତ ବେଲଟୁକୁରି ହାଇସ୍କୁଲ ପଛପଟେ ଥିବା ଚୁଆରେ ବୁଡି ଜଣେ ୪ର୍ଥ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣକ ହେଉଛନ୍ତି ଗ୍ରାମର କୋମନଲାଲ ସାହୁଙ୍କ ୯ ବର୍ଷର ପୁଅ ଝୁମକ ଲାଲ ସାହୁ। ଆଜି ସକାଳ ୯ଟା ବେଳେ ଶବ ଭାସିବା ପରେ ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe