ବିଏସ୍‌ଏଫ୍ ଯବାନଙ୍କୁ କାମୁଡ଼ିଲା ସାପ, ଡାକ୍ତରଖାନାରେ ଭର୍ତ୍ତି

ବିଏସ୍‌ଏଫ୍ ଯବାନଙ୍କୁ କାମୁଡ଼ିଲା ସାପ, ଡାକ୍ତରଖାନାରେ ଭର୍ତ୍ତି

iStock

ସୁନ୍ଦରଗଡ଼: ସାପ କାମୁଡାରେ ଜଣେ ବିଏସ୍‌ଏଫ୍ ଯବାନ ଗୁରୁତର ହୋଇଛନ୍ତି। ଇଭିଏମ୍ ଜଗିବାକୁ ଆସିଥିବା ଯବାନ ରହୁଥିବା କ୍ୟାମ୍ପରେ ଯବାନଙ୍କୁ ସାପ କାମୁଡ଼ିଛି। ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କର ସ୍ବାସ୍ଥ୍ୟାବସ୍ଥା ସାମାନ୍ୟ ଥିବା ସୂଚନା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାଲିଛି ଚିକିତ୍ସା। ଆକ୍ରାନ୍ତ ବିଏସ ଏଫ୍ ଯବାନ ହେଲେ ସନ୍ଦୀପ କୁମାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe