ଗଛରେ ଧକ୍କା ଦେଲା ଯାଦ୍ରୀବାହୀ ବସ୍‌

Advertisment
ଗଛରେ ଧକ୍କା ଦେଲା ଯାଦ୍ରୀବାହୀ ବସ୍‌

ପଣ୍ଡାପଡ଼ା: ନରଣପୁର-ଡୁବୁରୀ ରାସ୍ତାର ପଣ୍ଡାପଡ଼ା ଥାନା ଅନ୍ତର୍ଗତ ନୁଦୁରପଡ଼ା ଛକ ପୂର୍ବରୁ ଆଜି ଏକ ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଶାଳଗଛରେ ଧକ୍କା ହୋଇଛି। ଏଥିରେ କାହାରି କିଛି କ୍ଷତି ହୋଇନଥିବା ଜଣାପଡ଼ିଛି। ମା’ ତାରିଣୀ ନାମକ ଏହି ଘରୋଇ ବସ୍‌ଟି ଭୁବନେଶ୍ବରରୁ ଝୁମ୍ପରା ଅଭିମୁଖେ ଯାଉଥିଲେ। ଦିନ ସାଢ଼େ ୧୨ଟାବେଳେ ଦୁର୍ଘଟଣା ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe