ଯାତ୍ରୀଙ୍କ ଜୀବନ ସହ ଖେଳୁଛନ୍ତି ବସ କର୍ମଚାରୀ, ଓଭରଲୋଡ଼ ଯୋଗୁଁ ବସରେ ଲାଗିଲା ବିଦ୍ୟୁତ ତାର

Advertisment

ଅଳ୍ପକେ ବର୍ତ୍ତିଲେ ବସ ଯାତ୍ରୀ

ଅଳ୍ପକେ ବର୍ତ୍ତିଲେ ବସ ଯାତ୍ରୀ

ଯାତ୍ରୀଙ୍କ ଜୀବନ ସହ ଖେଳୁଛନ୍ତି ବସ କର୍ମଚାରୀ, ଓଭରଲୋଡ଼ ଯୋଗୁଁ ବସରେ ଲାଗିଲା ବିଦ୍ୟୁତ ତାର

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା କଳିଙ୍ଗା ଛକରେ ଆଜି ସନ୍ଧ୍ୟାରେ ଏକ ବଡ ଦୁର୍ଘଟଣାରେ ବର୍ତ୍ତିଯାଇଛନ୍ତି ଯାତ୍ରୀ । ସୂଚନା ଅନୁସାରେ ଭିଏସ ଏଣ୍ଡ ଭିଏସ୍ ନାମକ ଏକ ଯାତ୍ରୀବାହୀ ବସ୍ ବ୍ରହ୍ମପୁରଠାରୁ ବାଲିଗୁଡା ଯାଉଥିବା ବେଳେ କଳିଙ୍ଗା ଛକରେ ବସ୍ ଲଗେଜ୍ କେରୀୟରରେ ଓଭର୍ ଲୋଡ ଥିବା କାରଣରୁ ବିଦ୍ୟୁତ୍ ତାରରେ ଲାଗି ଯାଇଥିଲା ଓ ତାର ଛିଣ୍ଡି ଯାଇଥିଲା ସେପଟେ ବିଦ୍ୟୁତ୍ ଖୁଣ୍ଟ ମଧ୍ୟ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ତେବେ ଅଞ୍ଚଳ ପୁରା ଅନ୍ଧାର ହୋଇଥିବା ବେଳେ ବସରେ ଥିବା ଯାତ୍ରୀ ସୁରକ୍ଷିତ ରହିଥିବା ସୂଚନା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe