ଗଞ୍ଜେଇ ଜବତ, ଜଣେ ଗିରଫ

Advertisment
ଗଞ୍ଜେଇ ଜବତ, ଜଣେ ଗିରଫ

ଦଶରଥପୁର : ଯାଜପୁର ଅବକାରୀ ଥାନା ପକ୍ଷରୁ ଚଢ଼ଉ କରାଯାଇ ୭କେଜି ଗଞ୍ଜେଇ ଜବତ କରାଯିବା ସହ ଏଥିରେ ସଂପୃକ୍ତ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି। ଅଭିଯୁକ୍ତ ଦଶରଥପୁର ବ୍ଲକ୍‌ ତଳିହା ରାମବାଗ ଅଞ୍ଚଳର ପ୍ରଭାକର ରାଉତ ଓରଫ ବାବୁଲି(୫୫)। ଅବକାରୀ ପୁଲିସ ତାକୁ ରାମବାଗ ଛକ ନିକଟରୁ ଗଞ୍ଜେଇ ସହିତ ଗିରଫ କରିଥିଲେ।

ଥାନାଧିକାରୀ ପ୍ରଦୀପ କୁମାର ରଥ, ଏଏସ୍‌ଆଇ ଜୟପ୍ରକାଶ ବେହେରା, କର୍ମଚାରୀ ରାକେଶ ମୁର୍ମୁ, ପୂର୍ଣ୍ଣିମା ଘୋଷ, ବିକ୍ରମ ବେହେରା, ସତ୍ୟବାଦୀ ଭୋଇ ପ୍ରମୁଖ ଚଢ଼ଉରେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe