ଯାଜପୁର: କାର-ବାଇକ ଧକ୍କା, ଯୁବତୀ ଗୁରୁତର

Advertisment
ଯାଜପୁର: କାର-ବାଇକ ଧକ୍କା, ଯୁବତୀ ଗୁରୁତର

ଯାଜପୁର: ଆଜି ସକାଳେ ଘନ କୁୁହୁଡ଼ି ଯୋଗୁଁ ୧୬ ନମ୍ବର ଜାତୀୟ ରାଜପଥର  ଯାଜପୁର ଜିଲ୍ଲା ପାଣିକୋଇଲି ନିକଟରେଏକ ବାଇକ ଓ ଇଣ୍ଡିକା ମଧ୍ୟରେ ଧକ୍କା ହୋଇଛି। ଏଥିରେ ବାଇକରେ ନିଜ ଭାଇ ସହିତ ଯାଉଥିବା ପାଣିକୋଇଲି ଥାନା ଅନ୍ତର୍ଗତ କଙ୍କଡ଼ାପାଟଣା ଗ୍ରାମର  ମୋନାଲିସା ସାହୁ (୨୦ ବର୍ଷ)ଆହତ ହୋଇଛନ୍ତି। ପୁଲିସ ଗାଡ଼ି ଦୁଇଟିକୁ ଜବତ କରିଥିବା ବେଳେ ଗୁରୁତର ଆହତ ମୋନାଲିସାଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛିି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe