ସୁନ୍ଦରଗଡ଼: ଗଛରେ ପିଟିହେଲା କାର, ୨ ମୃତ, ଜଣେ ଗୁରୁତର

Advertisment
ଦେବଗଡ଼: ଜାତୀୟ ରାଜପଥରେ ଟ୍ରକ ଧକ୍କାରେ ଜଣେ ମୃତ

ସୁନ୍ଦରଗଡ଼: ଗତକାଲି ବିଳମ୍ବିତ ରାତିରେ ସୁନ୍ଦରଗଡ଼ ଜିଲ୍ଲା ସମ୍ବଲପୁର- ରାଉରକେଲା ଜାତୀୟ ରାଜପଥର ଭେଡ଼ାବାହାଲ - କୁଣ୍ଡୁକେଲା ମଧ୍ୟବର୍ତ୍ତୀ ଅଞ୍ଚଳରେ ଦୃତଗତିରେ ଯାଉଥିବା ଏକ କାର ଗଛରେ ପିଟି ହୋଇ ଯାଇଛି। ଫଳରେ ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଦୁଇଜଣ ହେଉଛନ୍ତି ମସନୀକାନୀ ଅଞ୍ଚଳର ରୋସନ ନାୟକ( ୨୦ ବର୍ଷ) ଓ ଭେଡ଼ାବାହାଲ ଅଞ୍ଚଳର ସୁପ୍ରିୟା ପଟେଲ(୧୯ ବର୍ଷ)। ଗୁରୁତର ଭାବେ ଆହତ ହୋଇ ଥିବା ଆରତୀ ନାୟକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରଯାଇଛି ବୋଲି ପୁଲିସ ପ୍ରକାଶ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe