ମାଝିଗୁଡାରେ ୪ ଶିଶୁ ବୁଡି ପ୍ରାଣ ହରାଇବା ଘଟଣା: ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ମାମଲା

Advertisment
ଜିଲ୍ଲା ଶିକ୍ଷାଧିକାରୀଙ୍କ ନାଁରେ ୱାରେଣ୍ଟ

Nigeria Business Information

କୋରାପୁଟ: କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ମାଝିଗୁଡାରେ ୪ ଶିଶୁ ବୁଡି ପ୍ରାଣ ହରାଇବା ଘଟଣା ଏବେ ଜାତୀୟ ମାନାବାଧିକାର କମିଶନଙ୍କ ନିକଟରେ ପହଞ୍ଚିଛି। ମାନବାଧିକାର କର୍ମୀ ହିମାଂଶୁ ଶେଖର ନାୟକ ଏନେଇ ଏନଏଚଆରସି ନିକଟରେ ଫେରାଦ ହୋଇଛନ୍ତି।

ପ୍ରତି ମୃତକଙ୍କ ପରିବାରକୁ ୪୦ ଲକ୍ଷ ଅନୁକମ୍ପା‌ମୂଳକ ଅର୍ଥ ରାଶି ପ୍ରଦାନ କରିବା, ମାନବିକ ଅଧଇକାର କ୍ଷୁର୍ଣ୍ଣ ହୋଇଥିବାରୁ ଦାୟି ରହିଥିବା ସରକାରୀ ଅଧିକାରୀ ଓ କମ୍ପାନି ଦୃଢ କାର୍ଯ୍ୟାନୁଷ୍ଠାନ, ସମ୍ପୃକ୍ତ ବ୍ୟକ୍ତି ଓ ଅନୁଷ୍ଠାନ ବିରୋଧରେ ଅପରାଧିକ ମାମଲା ରୁଜୁ କରିବାକୁ ଏସପିଙ୍କୁ ନିର୍ଦ୍ଦେଶ, ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା ସଂସ୍ଥାକୁ ବ୍ଲାକ ଲିଷ୍ଟ କରିବାକୁ ସେ ଏନଏଚଆରସି ନିକଟରେ ଫେରାଦ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe