୧୦୦ ବୋତଲ କୋରେକ୍ସ କଫ୍‌ ସିରଫ ଜବତ, ଜଣେ ଯୁବକ ଗିରଫ

Advertisment
୧୦୦ ବୋତଲ କୋରେକ୍ସ କଫ୍‌ ସିରଫ ଜବତ, ଜଣେ ଯୁବକ ଗିରଫ

Sambad

ନୂଆପଡ଼ା:  ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବରଗାଁ ଛକ ଠାରେ ସନ୍ଦେହରୁ ଜଣେ ଯୁବକକୁ ଗିରଫ କରି ୧୦୦ ବୋତଲ ନିଶା ଦ୍ରବ୍ୟ ରୂପେ ବ୍ୟବହାର ହେଉଥିବା କଫ୍‌ ସିରଫ ଜବତ କରିଛନ୍ତି। କଫ ସିରଫର ମୂଲ୍ୟ ୧୪୯ ଟଙ୍କା ରହିଥିବା ବେଳେ ୧୦୦ ବୋତଲର ମୂଲ୍ୟ ୧୪ ହଜାର ୯୦୦ ଟଙ୍କା ବୋଲି ଜଣାପଡିଅଛି। ଅଭିଯୁକ୍ତ ୨୫ ବର୍ଷ ରୁନା ପଣ୍ଡା ବୋଲି ଜଣାପଡିଅଛି।

ଏହି ସମ୍ପର୍କରେ ଖଡ଼ିଆଳ ଅବକାରୀ ବିଭାଗରେ ଏକ ମାମଲା ରୁଜୁ କରାଯାଇଛି। କେସ ନମ୍ବର ୧୦୨/୨୧-୨୨ ରେ ମାମଲା ରୁଜୁ  କରାଯାଇଛି। ଅବକାରୀ ଆଇନ ୨୧ (ଭି)(ସସ) (ବି) ଏନ ଡି ପି ଏସ ୧୯୮୫ ରେ ମାମଲା ରୁଜୁ ଡମ୍ବରୁ ଧର ହରିଜନ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe