ଆରଏସଏସର ହିନ୍ଦୁ ସାମ୍ରାଜ୍ୟ ଦିବସ ପାଳନ

ଆରଏସଏସର ହିନ୍ଦୁ ସାମ୍ରାଜ୍ୟ ଦିବସ ପାଳନ

ଜୟପୁର: ଜୟପୁର ନଗର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ସ୍ଥାନୀୟ ମାଦଳା ସାହି ଗୋଷ୍ଟି କେନ୍ଦ୍ରରେ ହିନ୍ଦୁ ସାମ୍ରାଜ୍ୟ ଦିବସ ପାଳନ କରାଯାଇଥିଲା। ନଗର ସଂଘ ଚାଳକ ଡ଼ . ନିରଞ୍ଜନ ମିଶ୍ର ଏବଂ ମୁଖ୍ୟ ବକ୍ତା ଭାବେ ଜୟପୁର ନଗର କାର୍ଯ୍ୟବାହ ବିଷ୍ଣୁ ପ୍ରସାଦ ସାହୁ ଯୋଗ ଦେଇଥିଲେ।

ସଂଘର ଛଅ ଗୋଟି ବିଶେଷ ଉତ୍ସବ ମଧ୍ୟରୁ ହିନ୍ଦୁ ସାମ୍ରାଜ୍ୟ ଦିବସ ପ୍ରମୁଖ  ଦିବସ। ଆଜି ଦିନରେ ୩୫୦ ବର୍ଷ ପୂର୍ବେ ମରାଠା ସମ୍ରାଟ ଶିବାଜୀ ମହାରାଜଙ୍କ ରାଜ୍ୟାଭିଷେକ କରାଯାଇଥିଲା।  ଏହି ଦିନକୁ ଅଖଣ୍ଡ ଭାରତକୁ ହିନ୍ଦୁ ସାମ୍ରାଜ୍ୟ ଘୋଷଣା କରାଯାଇଥିଲା। ଏହି ଦିବସଟିକୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପ୍ରତିଷ୍ଠା ହେବା ଦିନଠାରୁ ଏହି ଦିବସକୁ ହିନ୍ଦୁ ସାମ୍ରାଜ୍ୟ ଦିବସ ଭାବେ ପାଳନ କରାଯାଉଛି ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe