ଭଦ୍ରକ: ଭଦ୍ରକ ମେଡ଼ିକାଲରେ ଆଜି ଅପରାହ୍ନ ରେ ପହଞ୍ଚି ଟ୍ରେନ ଦୁର୍ଘଟଣା ରେ ଆହତଙ୍କୁ ଭେଟିଲେ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ। ଆହତଙ୍କ ସହ କଥା ହେବା ସହ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଆହତ ମାନଙ୍କୁ କିଭଳି ଚିକିତ୍ସା ଯୋଗାଇ ଦିଆ ଯାଉଛି ସେ ସମ୍ପର୍କରେ ମେଡିକାଲ୍ ର ଡାକ୍ତର ଟିମ ସହ ଶ୍ରୀ ପଟ୍ଟନାୟକ ଆଲୋଚନା କରିଥିଲେ।
ଏହି ଅବସରରେ କଂଗ୍ରେସ ର ଜିଲ୍ଲା ସଭାପତି
ସୁବ୍ରତ ଦାସ,ପଦ୍ମାକର ଗୁରୁ, ଗୋଲଖ ବେହେରା,ରାଜ କିଶୋର ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ
Follow Us