ବିବାହିତ ମହିଳାଙ୍କୁ ଦୁଷ୍କର୍ମ, ଠିକାଦାରକୁ ଗିରଫ କଲା ପୁଲିସ

ନାବାଳିକାକୁ ଅପହରଣ ଅଭିଯୋଗ, ଦୁଇ ଅଟକ

DNA India

ଫୁଲବାଣୀ: ବିବାହର ପ୍ରତିଶ୍ରୁତି ଦେଇ ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜଣେ ଠିକାଦାର ଗିରଫ ହେବା ଘଟଣା ଫୁଲବାଣୀରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି। ଗିରଫ ଠିକାଦାର ଜଣକ ହେଲେ ବିଜୟ ସେଠୀ। ତାଙ୍କ ଘର ଗଂଜାମ ଗୋପାଳପୁର। ସେ ଫୁଲବାଣୀ ପିଅନପଡାରେ ରହି ଠିକାଦାରୀ କାମ କରୁଥିଲେ। ଏଠାକାର ଜଣେ ବିବାହିତ ମହିଳାଙ୍କୁ ସେ ବାହା ହେବା ପ୍ରତିଶ୍ରୁତି ଦେଇ ବହୁବାର ଶାରୀରିକ ସମ୍ପର୍କ ରଖିଥିଲେ। ବାହା ହେବା ପାଇ ଶ୍ରୀ ସେଠୀ ମନା କରିବାକୁ ମହିଳା ଜଣକ ଏ ନେଇ ଫୁଲବାଣୀ ଟାଉନ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଆଜି ଠିକାଦାର ଶ୍ରୀ ସେଠୀକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe