ନେହରୁପଲ୍ଲୀରୁ ଦୁଇ କୁଇଣ୍ଟାଲ ଭାଙ୍ଗ ଜବତ; ତିନି ଗିରଫନେହରୁପଲ୍ଲୀରୁ ଦୁଇ କୁଇଣ୍ଟାଲ ଭାଙ୍ଗ ଜବତ; ତିନି ଗିରଫ

ନେହରୁପଲ୍ଲୀରୁ ଦୁଇ କୁଇଣ୍ଟାଲ ଭାଙ୍ଗ ଜବତ; ତିନି ଗିରଫନେହରୁପଲ୍ଲୀରୁ ଦୁଇ କୁଇଣ୍ଟାଲ ଭାଙ୍ଗ ଜବତ; ତିନି ଗିରଫ

Sambad

କଟକ: ନେହରୁପଲ୍ଲୀ ଅଞ୍ଚଳରେ ଦୀର୍ଘ ଦିନ ହେବ ବେଆଇନ ଭାଙ୍ଗ କାରବାର ଚାଲିଥିବା ସଂପର୍କରେ ଖବର ପାଇ ଚାଉଳିଆଗଞ୍ଜ ଥାନା ପୁଲିସ ଏସ ଆଇ ମନେଶ୍ୱର ପ୍ରଧାନଙ୍କ ନେତୃତ୍ବରେ ଚଢାଉ କରି ଏକ ଟାଟା ମ୍ୟାଜ଼ିକ ଗାଡିରେ ଆସିଥିବା ଓ ନେହରୁପଲ୍ଲୀର ଏକ ପରିତ୍ୟକ୍ତ ଘରେ ଥିବା ଏକ ଅଟୋରୁ ପ୍ରାୟ  ୨୧୦ କିଲୋ ଭାଙ୍ଗ ଓ ନଗଦ ୩୪ ହଜ଼ାର ଟଙ୍କା ଜବତ କରିଥିଲେ। ପୁଲିସ ଏହି ଘଟଣାରେ ବିହାର ବେଗୁସରାଇ ଅଞ୍ଚଳର ଅର୍ଜୁନ ପାଶୱାନ, କଟକ ବାଙ୍କୀ ଅଞ୍ଚଳର ପ୍ରଭାକର ମନ୍ତ୍ରୀ, ନେହରୁପଲ୍ଲୀ ଅଞ୍ଚଳର କାଳିଆ ଓରଫ ଅର୍ଜୁନ କୁମାର ନାୟକକୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe