୪୦ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

Advertisment
୪୦ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

sambadenglish.com

କଟକ: ବେଆଇନ୍‌ ବ୍ରାଉନସୁଗାର ବିକ୍ରି କରୁଥିବା ଅବକାରୀ ବିଭାଗ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଜଣକ ହେଉଛି ପଟିଆର ରାମଚନ୍ଦ୍ର ପାତ୍ର। ଅଭିଯୁକ୍ତ ନିକଟରୁ ୪୦ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଏଥିସହ ଉକ୍ତ ଅପରାଧିକ କାର୍ଯ୍ୟରେ ବ୍ୟବହାର ହୋଇଥିବା ଏକ ବାଇକ୍‌କୁ ମଧ୍ୟ ଅବକାରୀ ଅଧିକାରୀମାନେ ଜବତ କରିଥିବା ସୂଚନା ମିଳିଛି। ଏହି ଚଢାଉରେ ଆଇଆଇସି ଜଗଦୀଶ ଚନ୍ଦ୍ର ସାମଲ, କିଶୋର ଚନ୍ଦ୍ର ରାଉତ, ସ˚ଜୀବ ମୁଣ୍ତା, ରଜନୀ ପଞ୍ଚବୟ, ମଧୁସ୍ମିତା ମହନ୍ତ, ରାମଚନ୍ଦ୍ର ଜେନା ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe