ବାରବାଟୀ-କଟକର ୩୩ ୱାର୍ଡ ପାଇଁ ବିଜେଡିର ପର୍ଯ୍ୟବେକ୍ଷକ ଓ ପର୍ଯ୍ୟବେକ୍ଷକ ମୁଖ୍ୟ ନିଯୁକ୍ତ

Advertisment
ପୌର ନିର୍ବାଚନ: ୬୪୧୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଆଜି

The New Indian Express

କଟକ: ବିଜେଡି କଟକ ନଗର ପକ୍ଷରୁ ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ନିଗମର ୩୩ଟି ୱାର୍ଡର ପର୍ଯ୍ୟବେକ୍ଷକଙ୍କ ନାମ ଘୋଷଣା କରାଯାଛି। ସିଏମ୍‌ସି ୧ ନମ୍ବର ୱାର୍ଡ ପାଇଁ ସଲିଲ ଘୋଷ, ୨ ପାଇଁ ରମଜାନ ଖାନ୍‌, ୱାର୍ଡ ୩ ପାଇଁ ସନ୍ତୋଷ ମହାପାତ୍ର, ୪ ପାଇଁ ମନୋଜିତ ଦାସ, ୫ ପାଇଁ ଚନ୍ଦନ ଦାସ, ୬ ପାଇଁ ଆସିଫ ଅମିନ, ୭ ପାଇଁ ଇତିଶ୍ରୀ ବେହେରା, ୮ ପାଇଁ ଜଗନ୍ନାଥ ସ୍ବାଇଁ, ୯ ପାଇଁ ପରେଶନାଥ ଦାସ, ୧୦ ପାଇଁ ଆଇନଜୀବୀ ବିଜୟ ଓଝା, ୧୧ ପାଇଁ ସ୍ମୃତି ଦାଶ, ୧୨ ପାଇଁ ଇଂ ଶୁଶ୍ରୁତ ମହାନ୍ତି, ୧୩ ପାଇଁ ଅନିଲ ସେନ୍‌, ୧୪ ପାଇଁ ଇତିଶ୍ରୀ ଦାସ, ୧୫ ପାଇଁ ଜନ୍‌ସନ୍‌ ମହାପାତ୍ର, ୧୬ ପାଇଁ ବିଜ୍ଞାନ ମହାପାତ୍ର, ୧୭ ପାଇଁ ସୌମ୍ୟଦୀପ ଘୋଷ, ୧୮ ପାଇଁ ସ୍ବପ୍ନାରାଣୀ ପାତ୍ର, ୧୯ ପାଇଁ ବିଜୟ ବେହେରା, ୨୦ ପାଇଁ ଜଗତଜ୍ୟୋତି ପଟ୍ଟନାୟକ, ୨୧ ପାଇଁ ସରୋଜରଂଜନ କର, ୨୨ ପାଇଁ ପ୍ରଦୀପ କୁମାର ସାହୁ, ୨୩ ପାଇଁ ରବିନ୍ଦ୍ର ସାହୁ, ୨୪ ପାଇଁ ପୃଥୀରାଜ ସାହୁ, ୨୫ ପାଇଁ ବିଜୟ ପ୍ରଧାନ, ୨୬ ପାଇଁ ତନ୍ମୟ ରାୟ, ୨୭ ପାଇଁ ନମିତା ବାରିକ, ୨୮ ପାଇଁ ଆଇନଜୀବୀ ଗଦାଧର ସାହୁ, ୨୯ ପାଇଁ ପ୍ରବୀଣ ବରାଳ, ୩୦ ପାଇଁ ଅକ୍ଷୟ କୁମାର ମହାନ୍ତି, ୩୧ ପାଇଁ ସୌମିତ ମିତ୍ର, ୩୨ ପାଇଁ ଜନ୍‌ ଆଶିଷ ବରାଳ ଓ ୩୩ ପାଇଁ ସଂଜୀବ ସାହୁଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି କରାଯାଇଛି।

ସେହିପରି ୱାର୍ଡ ପର୍ଯ୍ୟବେକ୍ଷକ ମୁଖ୍ୟ ବା ଅବଜରଭର୍ସ ହେଡ୍‌ ଭାବେ ୱାର୍ଡ ନମ୍ବର ୧ରୁ ୫ ପାଇଁ ପୂର୍ବତନ ମେୟର ଅନିତା ବେହେରା, ୱାର୍ଡ ନମ୍ବର ୬ରୁ ୧୦ ପାଇଁ ବରିଷ୍ଠ ନେତା ବିଶ୍ବଜିତ ମହାନ୍ତି, ୧୧ରୁ ୧୫ ପାଇଁ ଆଇନଜୀବୀ ଶଶୀଭୂଷଣ ଦାସ, ୧୬ରୁ ୨୦ ପାଇଁ ଡକ୍ଟର ମହମ୍ମଦ ଆୟୁବ, ୨୧ରୁ ୨୫ ପାଇଁ ବରିଷ୍ଠ ନେତା ପ୍ରଫୁଲ୍ଲ ମହାପାତ୍ର, ୨୬ରୁ ୩୦ ପାଇଁ ବରିଷ୍ଠ ନେତା ଧର୍ମେଶ ନାୟକ ଓ ୩୧ରୁ ୩୩ ପାଇଁ ପୂର୍ଣ୍ଣିମା ସିଂଙ୍କୁ ନିଯୁକ୍ତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe