ଚେତିଲା ପ୍ରଶାସନ, ଜିପି ବ୍ୟାଗରେ ଆସିଲା କରୋନା ମୃତକଙ୍କ ଶବ

Advertisment
ଚେତିଲା ପ୍ରଶାସନ, ଜିପି ବ୍ୟାଗରେ ଆସିଲା କରୋନା ମୃତକଙ୍କ ଶବ

Sambad

କଟକ: କରୋନା ମୃତକଙ୍କ ଶବ ପ୍ୟାକିଂକୁ ନେଇ ଗୁରୁତର ଅଭିଯୋଗ ହୋଇଥିଲା। ଏହାଦ୍ବାରା ସଂକ୍ରମଣ ଆଶଙ୍କା ଥିବାରୁ ଅସନ୍ତୋଷ ଦେଖା ଦେଇଥିଲା। ଏ ସଂପର୍କରେ ସମ୍ବାଦ‌ରେ ଖବର ପ୍ରକାଶ ପାଇବା ପ‌ରେ ପ୍ରଶାସନ ତତ୍ପରତା ପ୍ରକାଶ କରିଛି। ଏଣିକି ଘରୋଇ ମେଡିକାଲ ଓ ସରକାରୀ ମେଡିକାଲରୁ କରୋନା ମୃତକଙ୍କ ଶବଗୁଡିକୁ ଜିପି ବ୍ୟାଗରେ ଭର୍ତ୍ତି କରି ଅଣା‌ଯାଉଛି।

ଅବଶ୍ୟ ‌ଗୋଟିଏ ବ୍ୟାଗରେ ଏକାଧିକ ଶବ ଭର୍ତ୍ତି କରି ଅଣାଯାଉଛି। ଜିପି ବ୍ୟାଗରେ ଶବ ଆସୁଥିବାରୁ ଏହାଦ୍ବାରା ସଂକ୍ରମଣ ଆଶଙ୍କା କମ ରହିଛି। ପୂର୍ବରୁ ମେଡିକାଲ କର୍ତୃପକ୍ଷ କରୋନା ରୋଗୀଙ୍କ ଶବକୁ ପଲିଥିନ ଓ ଗଜକନା ଗୁଡାଇ ଶ୍ମଶାନକୁ ପଠାଉଥିବା, ଏହାକୁ ନେଇ ସଂକ୍ରମଣ ଆଶଙ୍କା ଥିବାରୁ ଅସନ୍ତୋଷ ଦେଖା ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe