ଜେଲ୍‌କୁ ଫେରିଲେ ଧଳସାମନ୍ତ ଭାଇ

Advertisment
ଜେଲ୍‌କୁ ଫେରିଲେ ଧଳସାମନ୍ତ ଭାଇ

କଟକ: ତିନିଦିନିଆ ରିମାଣ୍ତରେ ଆସିଥିବା ସୁଶାନ୍ତ ଓ ସୁଶୀଲ ଧଳସାମନ୍ତ ଆଜି ପୁଣି ଥରେ ଜେଲ୍‌କୁ ଫେରିଯାଇଛନ୍ତି। ରିମାଣ୍ତ ଅବଧି ମଧ୍ୟରେ ପୁଲିସ୍‌କୁ ସେମାନଙ୍କ ଘରୁ ତିନୋଟି ବନ୍ଧୁକ ସହ ମାଗାଜିନ୍‌, ଗୁଳି ଓ ୧୬ଲକ୍ଷ ୫୦ହଜାର ଟଙ୍କା ମିଳିବା ସହ ବନ୍ଧୁକ କାରବାର ସ˚ପର୍କିତ ଅନେକ ତଥ୍ୟ ପୁଲିସ୍‌ ହାତରେ ଲାଗିଛି।

ତେଣୁ ତାହାକୁ ଆଧାର କରି ପରବର୍ତ୍ତୀ ତଦନ୍ତ ଆଗେଇବ ବୋଲି ପୁଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ରିମାଣ୍ତ ଅବଧି ଶେଷ ହୋଇଥିବାରୁ କମିସନରେଟ ପୁଲିସ୍‌ ପକ୍ଷରୁ ଦୁଇଭାଇଙ୍କୁ ଆଜି କୋର୍ଟରେ ହାଜର କରାଯିବା ପରେ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe