File photo
କଟକ/ବାରଙ୍ଗ: କଟକ ସଦର ଥାନା ପୁଲିସ ସୋମବାର ଅପରାହ୍ଣରେ ବଣବା ଆଁରେଇ ପଠାରୁ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି। ସ୍ଥାନୀୟ ଅଚଂଳର କିଛି ଲୋକ ବୁଦାଳିଆ ଜଙ୍ଗଲକୁ ଯାଇଥିବା ବେଳେ ଏକ ଗଛରେ ଜଣେ ଲୋକ ମୃତ ଅବସ୍ଥାରେ ଝୁଲୁଥିବା ଦେଖିବାକୁ ପାଇଥିଲେ। ସେମାନେ ଘଟଣା ସଂପର୍କରେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି। ପୁଲିସ ଘଟଣାର ତଦନ୍ତ କରୁଛି।
/sambad/media/post_attachments/wp-content/uploads/2019/04/CTC-1024x768.jpg)
Follow Us