ଶିଖରପୁର ରେଳ ଧାରଣାରେ ମହିଳାଙ୍କ ମୃତଦେହ ଠାବ

ଶିଖରପୁର ରେଳ ଧାରଣାରେ ମହିଳାଙ୍କ ମୃତଦେହ ଠାବ

କଟକ: ଶିଖରପୁର ରେଳ ଧାରଣାରେ ଜଣେ ମହିଳାଙ୍କ ମୃତଦେହ ଠାବ ହୋଇଛି। ସକାଳୁ ଘଟିଛି ଏହି ଘଟଣା। ରେଳ ଧାରଣାରୁ ଏକ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରିଛି ପୁଲିସ। ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ସ୍ପଷ୍ଟ ହେଉଥିଲା ବେଳେ ଅଧିକ ପଚରାଉଚରା ଜାରି ରଖିଛି ପୁଲିସ ।

ଅନ୍ୟପଟେ ଉକ୍ତ ମହିଳା ଯୋବ୍ରା ଅଞ୍ଚଳର ବନିତା ସାହୁ ବୋଲି ପୁଲିସ ପକ୍ଷରୁ ସୂଚନା ରହିଛି। ତେବେ ସେ କାହିଁକି ଆତ୍ମହତ୍ୟା କରିଛନ୍ତି, ଏନେଇ ଅଧିକ ତଦନ୍ତ ଜାରି ରଖିଛି ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe