ମହଦରପଡ଼ା ଗ୍ରାମରେ ଖାଦ୍ୟ ଓ ଯୋଗାଣ ବିଭାଗର ଚଢ଼ାଉ

Advertisment
ମହଦରପଡ଼ା ଗ୍ରାମରେ ଖାଦ୍ୟ ଓ ଯୋଗାଣ ବିଭାଗର ଚଢ଼ାଉ

Sambad

କଟକ: ଖାଦ୍ୟ ଯୋଗାଣ ବିଭାଗ, ଖାଦ୍ୟ ବିଭାଗ ଏବଂ ମାପ ଓଜନ ବିଭାଗର ମିଳିତ ଉଦ୍ୟମରେ କଟକ ବାରଙ୍ଗ ବ୍ଲକ ନଗରୀ ପଞ୍ଚାୟତ ମହଦରପଡ଼ା ଗ୍ରାମରେ ଥିବା ସ‌ରୋଜ ବେକ୍‌ରି ଉପରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ବେକ୍‌ରୀ ଖାଦ୍ୟ ନିରାପତ୍ତା ଲାଇସେନ୍ସ ଏବଂ ମାପ ଓଜନର କୌଣସି ଲାଇସେନ୍ସ ନଥିବାରୁ ଇଉନିଟ୍‌ଟିକୁ ବନ୍ଦ କରିବା ପାଇଁ ନୋଟି୍‌ସ ଦିଆଯିବା ସହ ସମ୍ପୃକ୍ତ ବେକ୍‌ରୀରୁ ୩୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଏହାସହ ସମ୍ପୃକ୍ତ ୟୁନିଟ୍‌କୁ ଅନୁମତି ପତ୍ର ପାଇଁ ଆବେଦନ କରିବା ପାଇଁ ନି‌ର୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe