ଶାରଦୀୟ ପୂଜାରେ ମହାଦେବ: ଶୋଭା ପାଉଛି ଚାନ୍ଦିମେଢ଼

ଐତିହାସିକ କଟକରେ ସୁସଜ୍ଜିତ ମା’ ଦୁର୍ଗାଙ୍କ ଚାନ୍ଦିମେଢ଼ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ଦୃଷ୍ଟି ଆକର୍ଷଣ କରୁଛି। କିନ୍ତୁ ଭଗବାନ ମହାଦେବ ମଧ୍ୟ ଚାନ୍ଦିମେଢ଼ରେ ଶୋଭା ପାଉଛନ୍ତି। ଶଙ୍କରପୁର-ବାଦାମବାଡ଼ି, ତୁଳସୀପୁର, ଗଣେଶଘାଟ, ନୟାସଡ଼କ, ନିମସାହି, ନିମଚୌଡ଼ିରେ ମହାଦେବ ମୂର୍ତ୍ତି ଚାନ୍ଦିମେଢ଼ରେ ପୂଜା ପାଉଛନ୍ତି।

BADAMBADI PUJA COMMITTEE

ବାଦାମବାଡ଼ି ପୂଜା କମିଟି ଦ୍ବାରା ଆୟୋଜିତ ପୂଜା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe