ଚଢ଼ାଉ ବେଳେ ଫାଣ୍ଡି ଅଧିକାରୀଙ୍କୁ ଆକ୍ରମଣ : ଚୋରାମଦ ବେପାରୀ ଗିରଫ

Advertisment
ମାନସିକ ଅନଗ୍ରସର ମହିଳାଙ୍କୁ ଦୁଷ୍କର୍ମ, ୬୫ ବର୍ଷୀୟ ବୃଦ୍ଧ ଅଟକ

Daily News

ବୟାଳିଶମୌଜା : ଚୋରାମଦ ବେପାରୀଙ୍କ ସଂଘବଦ୍ଧ ଆକ୍ରମଣରେ ବୟାଳିଶମୌଜା ଫାଣ୍ଡି ଅଧିକାରୀ କୃପାସିନ୍ଧୁ ବରାଡ଼ ଆହତ ହୋଇଛନ୍ତି। ତାଙ୍କ ହାତରେ ଆଘାତ ଲାଗିଛି। ଚୋରାମଦ ଚଢ଼ାଉ ବେଳେ ଏହି ଘଟଣା ଘଟିଛି। ଉକ୍ତ ଘଟଣାରେ ମଦ ବେପାରୀ କାଳିଆ ଓରଫ ସଞ୍ଜୟ ସ୍ଵାଇଁ(୪୫)ଙ୍କୁ ପୁଲିସ ଗିରଫ କରିବା ସହ ମଦ ଜବତ କରିଥିବା ଜଣାପଡ଼ିଛି। ଏ ନେଇ ଗିରଫ ସଞ୍ଜୟଙ୍କ ସାନଭାଇ ପ୍ରଦୀପଙ୍କ ନାମରେ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe