କଟକ ଖାନନଗର ଅଞ୍ଚଳରୁ ବିପୁଳ ପରିମାଣର ବେଆଇନ ବାଣ ଜବତ

Advertisment
କଟକ ଖାନନଗର ଅଞ୍ଚଳରୁ ବିପୁଳ ପରିମାଣର ବେଆଇନ ବାଣ ଜବତ

Sambad

କଟକ:  ରାଜ୍ୟ ସରକାର ବାଣ ବିକ୍ରୟ ଉପରେ ନିଷେଧାଦେଶ ଜାରି କରିଥିବା ବେଳେ ଆଜି (ଶନିବାର)  କଟକ ଖାନନଗର ଅଞ୍ଚଳରୁ ବିପୁଳ ପରିମାଣର ବେଆଇନ ବାଣ ଜବତ କରାଯାଇଛି। ଖାନନଗର ସ୍ଥିତ କୈବର୍ତ୍ତ ସାହିର ଯୁଧିଷ୍ଠିର ନାୟକ ବେଆଇନ ବାଣ ବିକ୍ରି କରୁଥିବା ସଂପର୍କରେ ବିଶେଷ ସୂତରୁ ଖବର ପାଇ ବାଦାମବାଡ଼ି ପୁଲସି ଅଭିଯୁକ୍ତ ବାଣ ବିକ୍ରେତାଙ୍କୁ ଗିରଫ କରିବା ସହ ତାଙ୍କ ନିକଟରେ ବିକ୍ରି ପାଇଁ ମହଜୁଦ୍‌ ରହିଥିବା ବିପୁଳ ପରିମାଣର ବାଣକୁ ମଧ୍ୟ ଜବତ କରିଛି। ପୁଲିସ ଜବତ କରିଥିବା ବାଣ ମଧ୍ୟରେ ୬୨ଟି ବଣ୍ତଲ ବାଣ, ୧୮୬ଟି ଘଡ଼ିି ବାଣ, ୧୫ଟି ସୁତୁଲି ବମ ରହିଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe