କଟକ: ଧବଳେଶ୍ବର ମନ୍ଦିରର ମୁଖ୍ୟ ପୂଜକ ପରମାନନ୍ଦ ପତ୍ରୀ (ଅମୂଲ୍ୟ ନନା)ଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବାର ଖବର ମିଳିଛି। ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା। ଗତକାଲି ରାତିରେ ଘରେ ଶୋଇଥିବା ଅବସ୍ଥାରେ ହୃଦଘାତ ହୋଇଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ପରମାନନନ୍ଦ ଧବଳେଶ୍ବରଙ୍କ ମୁଖ୍ୟ ପୂଜକ ଭାବେ କାର୍ଯ୍ୟ କରୁଥିଲେ।
ଧବଳେଶ୍ବର ମନ୍ଦିରର ମୁଖ୍ୟ ପୂଜକ ପରମାନନ୍ଦ ପତ୍ରୀଙ୍କର ହୃଦଘାତରେ ମୃତ୍ୟୁ
Advertisment
Follow Us