କୂଅରୁ ମୃତଦେହ ମିଳିବା ଘଟଣା: ଜମି କିଣାବିକାକୁ ନେଇ ହତ୍ୟା

କୂଅରୁ ମୃତଦେହ ମିଳିବା ଘଟଣା: ଜମି କିଣାବିକାକୁ ନେଇ ହତ୍ୟା

କଟକ: ବିଡାନାସୀ କୂଅରୁ ମୃତଦେହ ମିଳିବା ଘଟଣାରେ ଜୋନ ଏସସିପି ଓ ସାଇଣ୍ଟିଫିକ ଟିମ୍ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଜମି କିଣାବିକାକୁ ନେଇ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି। ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରାଯାଇଥିବା ନେଇ ଜୋନ -୩ ଏସସିପି ତାପସ ପ୍ରଧାନ ସୂଚନା  ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe