ମାହାଙ୍ଗା : କଟକ ଜିଲ୍ଲା ମାହାଙ୍ଗା ବ୍ଲକ ତ୍ରିବେଣୀଶ୍ୱରଠାରେ ପଟ୍ଟାମୁଣ୍ଡାଇ କେନାଲ ବାମ ପାର୍ଶ୍ୱ ବନ୍ଧ କୁଆଁପାଳ_ଗୋପିନାଥପୁର ପୂର୍ତ୍ତ ରାସ୍ତାରେ ବିଳମ୍ବିତ ରାତିରେ ୧୦୦ଫୁଟରୁ ଉର୍ଦ୍ଧ୍ବ ଘାଇ ସୃଷ୍ଟି ହୋଇଛି। ଏହାଫଳରେ କେନାଲ ବନ୍ଧ କଡ଼ରେ ଥିବା ସହଜ ଜନସେବା କେନ୍ଦ୍ର, ଟେଣ୍ଟ ହାଉସ, ତେଜରାତି, ସାନିଟାରୀ,ଷ୍ଟେସନାରି ଆଦି ୬ଟି ଦୋକାନ ଗୃହରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ବିରୂପା ନଦୀକୁ ଭସାଇ ନେଇଛି।
ପଟ୍ଟାମୁଣ୍ଡାଇ କେନାଲରେ ବଡ଼ ଘାଇ: ବିରୂପା ନଦୀକୁ ଭସାଇ ନେଲା ୬ ଦୋକାନ
Advertisment
Follow Us