ସମ୍ବାଦ-ସାହିତ୍ୟ ଘର ଓ ମୁଖ୍ୟସ୍ରୋତ ପକ୍ଷରୁ ବୃକ୍ଷରୋପଣ

Advertisment
ସମ୍ବାଦ-ସାହିତ୍ୟ ଘର ଓ ମୁଖ୍ୟସ୍ରୋତ ପକ୍ଷରୁ ବୃକ୍ଷରୋପଣ

କଟକ: କଟକର ପ୍ରେସ ଛକଠାରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତ୍ତି ନିକଟରେ ସମ୍ବାଦ-ସାହିତ୍ୟ ଘର ଓ ମୁଖ୍ୟସ୍ରୋତ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ କର୍ପୋରେଟର ସନ୍ତୋଷ କୁମାର ଭୋଳଙ୍କ ନେତୃତ୍ୱରେ ୪୦ରୁ ଉର୍ଦ୍ଧ୍ବ ଗଛ ଲଗାଯାଇଥିଲା।

ଏଥିରେ ୩୮ ନମ୍ବର ୱାର୍ଡର କର୍ପୋରେଟର ଶୁଭାଶିଷ ପଟ୍ଟନାୟକ, ଡାକ୍ତର ଓଁକାର ରାଉତ, ପ୍ରଦୀପ ବଳ, ପ୍ରଶାନ୍ତ କୁମାର ମଲ୍ଲିକ, ଅନାଦି ଚରଣ ବେହେରା, ଚନ୍ଦ୍ରକାନ୍ତ ଲେଙ୍କା, ବାଦଲ କୁମାର ସାହୁ, ପ୍ରେମ ବାହାଦୂର, ମୋହନ ସେଠୀ, ଶିଶିର ବାରିକ, ବି ଶଙ୍କର ରାଓ, ମଦନ ଦାସ, ମୁକୁଲ ଠାକୁର, ଦେବରାଜ ସାହୁ, ସୁଜାତା ଦାସ, ନରୋତ୍ତମ ଦାସ, ଶଶିକାନ୍ତ ଆଚାର୍ଯ୍ୟ, ରୋହିତ କୁମାର ସ୍ୱାଇଁ, ପ୍ରିୟବ୍ରତ ଲେଙ୍କା, ମନୋରଞ୍ଜନ ସାହୁ ଏବଂ  ସମ୍ବାଦ ପକ୍ଷରୁ ସୌମ୍ୟରଞ୍ଜନ ପାତ୍ର ଓ ସ୍ମୃତିରଞ୍ଜନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe