Sambad
କଟକ: ରାତି ୨ଟା ବେଳେ ରାଜ୍ୟର ସବୁଠାରୁ ବଡ଼ ରେଫରାଲ ହସ୍ପିଟାଲ କଟକ ବଡ଼ଡାକ୍ତରଖାନାର ସ୍ଥିତି ପରଖି ଥିଲା ସମ୍ବାଦ ଟିମ୍। ସମ୍ବାଦ ଟିମ୍ ପହଞ୍ଚିଲା ବେଳକୁ ସୁରକ୍ଷା ଦାୟିତ୍ବରେ ଥିବା ସୁରକ୍ଷାକର୍ମୀ ନିଘୋଡ ନିଦରେ ଶୋଇଥିଲେ। କେଉଁଠି କର୍ମଚାରୀ ବି ଶୋଇପଡିଥିଲେ ବେଂଚ ଉପରେ। ଡ୍ୟୁଟି ରୁମ୍ରେ ଖାଲି ପଡିଥିଲା ଚେୟାର ଟେବୁଲ ...।
 Sambadବାହାରେ କେଉଁଠି ଗଛ ତଳେ ତ ପୁଣି କେଉଁଠି ଫୁଟପାଥ୍ରେ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ଶୋଇ ରହିଥିଲେ ରୋଗୀ ସଂପର୍କୀୟ। ୱାର୍ଡ ଭିତରେ ରୋଗୀ ପାଖରେ ଶୋଇଥିଲା କୁକୁର...।
  
 Follow Us