କଟକ:ଭିତ୍ତିଭୂମି ବିକାଶକୁ ପ୍ରାଧାନ୍ୟ ଦେଇ ଉପଭୋକ୍ତାଙ୍କୁ ଉନ୍ନତ ବିଦ୍ୟୁତ ସେବା ଯୋଗାଇବା ପାଇଁ ବ୍ୟାପକ ପଦକ୍ଷେପ ନେଉଛି ଟିପିସିଓଡିଏଲ୍। ଏହିକ୍ରମରେ କଟକ ସହରରେ ଲୋ ଭୋଲ୍ଟେଜ ସମସ୍ୟା ଦୂର ସହ ବିଦ୍ୟୁତ ସଂଯୋଗ ପାଇଁ ଦୁଇଟି ୩୩ କେଭି ଫିଡର୍ ଚହଟା-୧ ଓ ୨, ବ୍ରଜବିହାରୀପୁର ପ୍ରାଇମେରୀ ସବଷ୍ଟେସନରୁ ଚାର୍ଜ କରାଯାଇଛି। ଫଳରେ କଟକ ସହରର ୮୪,୫୦୦ ରୁ ଉର୍ଦ୍ଧ ଉପଭୋକ୍ତା ଉପକୃତ ହୋଇପାରିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us