ଏସ୍‌ସିବିର ଦୁଇପଟ ମୁଖ୍ୟ ରାସ୍ତାରେ ବିପର୍ଯ୍ୟସ୍ତ ଟ୍ରାଫିକ୍‌

Advertisment

ବେଆଇନ ପାର୍କିଂ, ଜବରଦଖଲ ପ୍ରତି ଆଖି ବୁଜି ଦେଇଛି ପୁଲିସ୍‌

ବେଆଇନ ପାର୍କିଂ, ଜବରଦଖଲ ପ୍ରତି ଆଖି ବୁଜି ଦେଇଛି ପୁଲିସ୍‌

ଏସ୍‌ସିବିର ଦୁଇପଟ ମୁଖ୍ୟ ରାସ୍ତାରେ ବିପର୍ଯ୍ୟସ୍ତ ଟ୍ରାଫିକ୍‌

Sambad

କଟକ: ମଙ୍ଗଳାବାଗ ଟ୍ରାଫିକ୍‌ ଛକରୁ ବୋସ୍‌ ଗଡ଼ାଯାଏ ରାସ୍ତାର ଦୁଇପାର୍ଶ୍ବରୁ ଜବରଦଖଲ କେବେ ହଟିବ? ବଡ଼ ଡାକ୍ତରଖାନା ରାସ୍ତା ଜବରଦଖଲ ସହିତ ବେଆଇନ ପାର୍କିଂ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ପୁଲିସ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ? ରାସ୍ତା ହୋଟେଲ, ଆମ୍ବୁଲାନ୍ସ ଓ ଅଟୋ ଚାଳକଙ୍କ କବ୍‌ଜାରେ ରହୁଥିବା ବେଳେ ଗୁରୁତର ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି।

କିନ୍ତୁ ଏଭଳି ବେଆଇନ୍ ପାର୍କିଂ ଓ ଜବରଦଖଲ ଉପରେ ପୁଲିସର ନଜର ନଥିବା ବେଳେ ବାଇକ୍ ଚାଳକଙ୍କ ପଛରୁ ଫଟୋ ଉଠାଇ ଚାଲାଣ କାଟିବାରେ ବ୍ୟସ୍ତ ରହୁଛି। ସହରର ଟ୍ରାଫିକ୍ ବ୍ୟବସ୍ଥା ସଜାଡିବା ଦାୟିତ୍ବ ପ୍ରତି ପୁଲିସ କେବେ ସଚେତନ ହେବ, ତାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe