ବାତ୍ୟା ୟ।ସର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ଡାକିଲା ଗୁରୁତ୍ୱପୂର୍ଣ୍ଣ ଭରଚୁଆଲ୍ ବୈଠକ

Advertisment
ବାତ୍ୟା ୟ।ସର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ଡାକିଲା ଗୁରୁତ୍ୱପୂର୍ଣ୍ଣ ଭରଚୁଆଲ୍ ବୈଠକ

Sambad

କଟକ: ବାତ୍ୟା ୟ।ସରମୁକାବିଲା ପାଇଁ କଟକ ଜିଲ୍ଲା ପ୍ରଶାସନ ଡାକିଲା ଗୁରୁତ୍ୱପୂର୍ଣ୍ଣ ଭରଚୁଆଲ୍ ବୈଠକ। ଜିଲ୍ଲାର ବିଡ଼ିଓ, ତହସିଲଦାର, ଓ ପ୍ରମୁଖ ସ୍ୱାସ୍ଥ୍ୟ ବିଭାଗ ସହିତ ଜିଲ୍ଲାପାଳ କରିଛନ୍ତି ଗୁରୁତ୍ୱପୂର୍ଣ୍ଣ ଆଲୋଚନା। ପ୍ରଥମ ପର୍ଯ୍ୟାୟରେ ୨୫ ବାତ୍ୟା ଆଶ୍ରୟ ସ୍ଥଳୀ, ୧୦୩ ଅସ୍ଥାୟୀ ସ୍କୁଲରେ ହେବ ଆଶ୍ରୟ ସ୍ଥଳ। ଲୋକ ମାନଙ୍କୁ ପ୍ରଥମେ ଲକ୍ଷଣ ଥିଲେ କୋଭିଡ ପରୀକ୍ଷଣ ଏହାପରେ ଖାଦ୍ୟ ପାନୀୟ ଆଦି ସମସ୍ତ ଯୋଗାଣ କରାଯିବ।

ଏହାସହିତ ଜିଲ୍ଲାର ସମସ୍ତ ଶିଶୁ, ଭିନ୍ନକ୍ଷମ, ବୃଦ୍ଧ ଓ ଗର୍ଭବତୀ ମହିଳା ମାନଙ୍କୁ ସୁରକ୍ଷା ଦାୟିତ୍ୱ ଉପରେ ରହିବ ଫୋକସ୍। ଏହାସହ ଜରୁରୀକାଳୀନ ସେବା, ସାମଗ୍ରୀ, ଔଷଧ, ଜେନେରେଟର୍, ଲାଇଟ ଇତ୍ୟାଦି ମହଜୁଦ ରହିଛି। ଏହାସହ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଜରୁରୀକାଳୀନ ଟୋଲଫ୍ରି ନମ୍ବର ମଧ୍ୟ ଜାରି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe