କଟକରେ ବୁଧବାର ଟିକାକରଣ ବନ୍ଦ

Advertisment
୧୮ ବର୍ଷରୁ ଉର୍ଦ୍ଧ୍ବ ଦେଶର ୫୪% ଲୋକ ଅନ୍ୟୁନ ଗୋଟିଏ ଡୋଜ୍ ଟିକା ନେଇଛନ୍ତି : ସ୍ବାସ୍ଥ୍ୟ ମନ୍ତ୍ରାଳୟ

The Indian Express

କଟକ: କଟକରେ ଗତକାଲିଠୁ ଘରୋଇ ହସ୍ପିଟାଲ୍‌ରେ ଟିକାକରଣ ଆରମ୍ଭ ହୋଇଥିଲା। ସହରର ୧୦ଟି ହସ୍ପିଟାଲକୁ ଏଥିପାଇଁ ଅନୁମତି ମିଳିଥିବା ବେଳେ ବୁଧବାର ଟିକାକୁ ନେଇ ଲୋକଙ୍କ ମନରେ ଦ୍ବନ୍ଦ୍ବ ଥିଲା। ତେବେ ସହରରେ ବୁଧବାର ଟିକାକରଣ ବନ୍ଦ ରହିଛି।

ଯେଉଁମାନେ ବୁଧବାର ପାଇଁ ସ୍ଲଟ୍‌ ବୁକିଂ କରିଥିଲେ ସେମାନେ ପୂର୍ବ ନିର୍ଦ୍ଧାରିତ ଟିକା କେନ୍ଦ୍ରରେ ଆସନ୍ତା ୩୧ ତାରିଖ ଦିନ ଟିକା ନେଇପାରିବେ ବୋଲି ସିଏମ୍‌ସି କମିସନର୍‌ ଅନନ୍ୟା ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe