ଦୁର୍ଘଟଣାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ: ୪ ଦିନ ପରେ ଗାଁରେ ପହଞ୍ଚିଲା ଶବ

ଦୁଇଟି ବାଇକ୍‌କୁ ଧକ୍କା ଦେଲା ପିକ୍ଅପ୍: ପୁତୁରା ମୃତ

iStock

ଚିଲିଗୁଡ଼ା: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ବଣିଜରା ପଞ୍ଚାୟତ ପୁରୁଣାସର ମାଲପଡ଼ା ଗ୍ରାମର ବିକ୍ରମ କେତକୀ (୩୦) ଦୁଇ ମାସ ତଳେ ଦାଦନ ଖଟିବାକୁ କର୍ଣ୍ଣାଟକ ରାଜ୍ୟକୁ ଯାଇଥିଲେ। ମହୀଶୂର ଜିଲ୍ଲାର ସାଲେଗ୍ରାମ ଗାଁର ଏକ କମ୍ପାନିରେ କାମ କରୁଥିଲେ। ଗତ ୧୬ ତାରିଖ ସନ୍ଧ୍ୟାରେ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା। ସେ ତାଙ୍କ ପଛରେ ସ୍ତ୍ରୀ ଭାନୁମତୀ ଏବଂ ଦୁଇ ପୁଅ ପ୍ରତ୍ୟୁଷ ଏବଂ ଶୁଭମଙ୍କୁ ଛାଡ଼ି ଚାଲି ଯାଇଛନ୍ତି। ତେବେ ବିକ୍ରମଙ୍କ ମୃତ୍ୟୁର ୪ ଦିନ ପରେ ଗାଁରେ ଶବ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe