ରାସ୍ତାକଡ଼ରେ ମହିଳାଙ୍କ ମୃତଦେହ, ହତ୍ୟା ସନ୍ଦେହ

Advertisment

କୋଣାର୍କ ବନଖଣ୍ଡ ରାସ୍ତା କଡ଼ରେ ଜଣେ ଅଚିହ୍ନା ମହିଳାଙ୍କ ମୃତଦେହ ପଡ଼ିଛି। ମହିଳାଙ୍କୁ କେହି ହତ୍ୟା କରି ଫିଙ୍ଗାଯାଇଥିବା ସନ୍ଦେହ କରାଯାଉଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି...

କୋଣାର୍କ ବନଖଣ୍ଡ ରାସ୍ତା କଡ଼ରେ ଜଣେ ଅଚିହ୍ନା ମହିଳାଙ୍କ ମୃତଦେହ ପଡ଼ିଛି। ମହିଳାଙ୍କୁ କେହି ହତ୍ୟା କରି ଫିଙ୍ଗାଯାଇଥିବା ସନ୍ଦେହ କରାଯାଉଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି...

dead woman

କୋଣାର୍କ: କୋଣାର୍କ ବନଖଣ୍ଡ ରାସ୍ତା କଡ଼ରେ ଜଣେ ଅଚିହ୍ନା ମହିଳାଙ୍କ ମୃତଦେହ ପଡ଼ିଛି। ମହିଳାଙ୍କୁ କେହି ହତ୍ୟା କରି ଫିଙ୍ଗାଯାଇଥିବା ସନ୍ଦେହ କରାଯାଉଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଖବର ଅନୁଯାୟୀ, କୋଣାର୍କ ବନଖଣ୍ଡ ରାସ୍ତା କଡ଼ର ଜଣେ ଅଚିହ୍ନା ମହିଳାଙ୍କ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା। ଏହାପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ।

ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ଲାଗି ମେଡିକାଲକୁ ପଠାଇଛି।  ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତଦନ୍ତ ଆଗକୁ ଯିବ ବୋଲି ପୁଲିସ କହିିଛି।

ଅଧିକ ପଢ଼ନ୍ତୁ:ପୁରୀ ବେଳାଭୂମିରେ ଖୋଲିବନି ‘ମଦ କୁଡ଼ିଆ’: ଅବକାରୀ ନୀତିକୁ ସଂଶୋଧନ କଲେ ସରକାର

ଶନିବାର ବିଳମ୍ବିତ ରାତିରେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ତେବେ ମହିଳାଙ୍କ ମୃତ୍ୟୁ ପଛର, କାରଣ ନେଇ ଛାନ୍‌ଭିନ୍‌ ପୁଲିସ କରୁଛି  । ଏପିରିକି କେହି ହତ୍ୟା କରିଥିବା ନେଇ ସନ୍ଦେହ କରୁଛି ପୋଲିସ । 

ଅଧିକ ପଢ଼ନ୍ତୁ:ମହାପ୍ରଭୁଙ୍କ ଦର୍ଶନରେ ଶୃଙ୍ଖଳା ପାଇଁ ପ୍ରସ୍ତୁତି: ଭିତରେ ଲାଗୁ ହେବ ଧାଡ଼ି ଦର୍ଶନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe