ନୂଆପଡ଼ା: ନୂଆପଡା ସଦର ଥାନା ରେଲୱେ ଷ୍ଟେସନ ଯିବା ରାସ୍ତାର ଏକ ଚାଷ ଜମିରୁ ଉଲଗ୍ନ ଅବସ୍ଥାରେ ଅଜଣା ଯୁବକଙ୍କ ମୢତଦେହ ଉଦ୍ଧାର ହୋଇଛି । ଆଜି ସକାଳେ ରେଲୱେ ଷ୍ଟେସନ ଯିବା ରାସ୍ତାର ଚାଷ ଜମିରେ ଜଣେ ଅଜଣା ଯୁବକଙ୍କ ଶବ ପଡି ଥିବା ଦେଖି ସ୍ଥାନୀୟ ଲୋକେ ନୂଆପଡା ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ମୃତଦେହ ଜବତ କରିବା ସହ ତଦନ୍ତ ଚଳାଇଛି । ଏଯାଏ ମୢତ୍ୟୁର କାରଣ ଜଣା ପଡି ନ ଥିବା ବେଳେ ମୢତକଙ୍କ ପରିଚୟ ଜଣାପଡିନାହିଁ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us