ପୁରୀ: ଆଜି ସକାଳେ ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଅନ୍ତର୍ଗତ ମାଳତିପାଟପୁର ପଞ୍ଚାୟତର ନାୟବ ସରପଞ୍ଚ ତଥା ନାଏକ ପାଟଣା ଗ୍ରାମର ନାରାୟଣ ପ୍ରଧାନଙ୍କ ପତ୍ନୀ ସଞ୍ଜୁକ୍ତା ପ୍ରଧାନ(୩୩ ବର୍ଷ)ଙ୍କ ଝୁଲନ୍ତା ମୃତଦେହ ପୁଲିସ ଘରୁ ଜବତ କରିଛି। ପୁଲିସ ନାଏବ ସରପଞ୍ଚ ଶ୍ରୀ ପ୍ରଧାନଙ୍କୁ ଥାନାରେ ଅଟକ ରଖି ଘଟଣା ସମ୍ପର୍କରେ ପଚରାଉଚରା କରୁଛି।
ପୁରୀ: ନାଏବ ସରପଞ୍ଚଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଜବତ
Advertisment
Follow Us