ବାଇକ ଧକ୍କାରେ କୃଷ୍ଣସାର ମୃଗର ମୃତ୍ୟୁ

Advertisment
ବାଇକ ଧକ୍କାରେ କୃଷ୍ଣସାର ମୃଗର ମୃତ୍ୟୁ

ବୁଗୁଡ଼ା: ଗଂଜାମ ଜିଲ୍ଲା ବୁଗୁଡ଼ା ନିକଟ ସୋହଳମାଇଲି ପେଟ୍ରୋଲ ପମ୍ପ ନିକଟରେ ବାଇକ ଧକ୍କାରେ ଏକ ମାଈ କୃଷ୍ଣସାର ମୃଗର ମୃତ୍ୟୁ ଘଟିଛି। ଶୁକ୍ରବର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଏକ ମାଈ କୃଷ୍ଣ ସାର ମୃଗ ରାସ୍ତା ପାର ହେଉଥିବା ବେଳେ ବାଲିପଦର ପଟୁ ବୁଗୁଡ଼ା ଅଭିମୁଖେ ଆସୁଥିବା ଏକ ବାଇକ ଧକ୍କାରେ ମୃଗଟି ଗୁରୁତର ହୋଇ ପଡିଥିଲା। ସ୍ଥାନୀୟ ଲୋକେ ଆହତ ମୃଗକୁ ସେବା ସୃସୁସା କରି ବନ ବିଭାଗକୁ ଖବର ଦେଇଥିଲେ ତେବେ ବନ ବିଭାଗ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ମୃଗଟିର ଜୀବନ ଚାଲି ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe