କୁକୁର ଆକ୍ରମଣରେ ହରିଣ ମୃତ

ହରିଣ ଉପରେ ଗାଡ଼ି ଚଢ଼ିଗଲା

NDTV.com

ଛତିଆ: ବଡ଼ଚଣା ବ୍ଲକର ସୋଲର ନିକଟରେ ଏକ ହରିଣକୁ କୁକୁରପଲ ଝୁଣି ମାରି ଦେଇଛନ୍ତି। ମଲା ହରିଣଟି ଦୁର୍ଗା ମଣ୍ଡପ ପାଖରେ ମୃତ ଅବସ୍ଥାରେ ପଡ଼ିଥିବା ଆଜି ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ବର୍ଷା ହୋଇଥିବାବେଳେ ହରିଣଟି ଧନିଆ ପାହାଡ଼ରୁ ରାସ୍ତା ଆଡ଼କୁ ଚାଲି ଆସିଥିଲା। କୁକୁର ଗୋଡ଼ାଇ କାମୁଡ଼ିବାରୁ ଏହାର ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ଖବର ପାଇ ବୈରୀ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତ ହରିଣକୁ ଛତିଆ ପ୍ରାଣୀ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe