ଏସ୍‌ସିବିରେ ଡେଙ୍ଗୁ ଆକ୍ରାନ୍ତ ହୋଇ ଜଣେ ମୃତ

Advertisment
ରାଜଧାନୀରେ ଆଉ ଏକ ଡେଙ୍ଗୁ ମୃତ୍ୟୁ!

କଟକ: କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଡିମିରିଆ ଗ୍ରାମରୁ ଜଣେ ବ୍ୟକ୍ତି ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହୋଇ କଟକ ଏସସିବିରେ ଆସି ଚିକିତ୍ସିତ ହେଉଥିଲେ। କିଛିଦିନ ଚିକିତ୍ସିତ ହେବା ପରେ ସୋମବାର ଅପରାହ୍ନରେ ହଠାତ୍‌ ତାଙ୍କ ଶରୀର ଅଧିକ ଅସୁସ୍ଥ ହୋଇପଡ଼ିଥିଲା। ଫଳରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ଡାକ୍ତର ସୂଚନା ଦେଇଥିଲେ। ଡେଙ୍ଗୁ ଆକ୍ରାନ୍ତ ହୋଇ ମୃତ୍ୟୁମୁଖରେ ପଡ଼ିଥିବା ବ୍ୟକ୍ତିଙ୍କ ନାମ  ତୈଲୋକ୍ୟ ବାରିକ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe