ଦେବଗଡ଼: ଦେବଗଡ଼ ଓକିଲ ସଂଘର ସଦସ୍ୟ ସଚ୍ଚୀକାନ୍ତ ଦାସଙ୍କୁ ଗତ ୧୦ ତାରିଖ ରେ ହୋଇଥିବା ଆକ୍ରମଣ ପଅତିବାଦରେ ଆଜି ଦେବଗଡ଼ ଓକିଲ ସଂଘ ଦେବଗଡ଼ ବଜାର ବନ୍ଦ ଡାକରା ଦେଇଛି। ଏହି ବନ୍ଦରେ ଅତ୍ୟାବଶ୍ୟକ ସେବାକୁ ବାଦ ଦିଆଯାଇଛି। ଆଇନଜୀବୀ ଶ୍ରୀ ଦାସଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ଗିରଫ କରା ନ ଯିବା ପର୍ଯ୍ୟନ୍ତ ଆଇନଜୀବୀମାନେ କାର୍ଯ୍ୟରେ ଯୋଗ ଦେବେ ନାହିଁ ବୋଲି କହିଛନ୍ତି।
ଆଇନଜୀବୀଙ୍କୁ ଆକ୍ରମଣ ପ୍ରତିବାଦରେ ଦେବଗଡ଼ ବନ୍ଦ
Advertisment
Follow Us