Gallery ରାଜ୍ୟ Opium Cultivation: ୨୫ କୋଟିର ଅଫିମ ଚାଷ ନଷ୍ଟ Advertisment ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅଞ୍ଚଳରୁ ଆଜି ୨୫ କୋଟି ଟଙ୍କାର ଅଫିମ ଚାଷ ନଷ୍ଟ କରିଛି ଅବକାରୀ ବିଭାଗ। ମଳେହିପଡ଼ା ପଞ୍ଚାୟତ ଅନ୍ତର୍ଗତ କାଦୋପଡ଼ା ଗ୍ରାମର ବାଉଁଶଯୋରା ନାଳ କଡ଼ ସରକାରୀ ଜମିରେ ଚାଲିଥିଲା ବେଆଇନ ଅଫିମ ଚାଷ। କୌଣସି ସୂତ୍ରରୁ ଖବର ପାଇ ଆଜି ଦେବଗଡ଼ ଜିଲ୍ଲା ଅବକାରୀ ବିଭାଗରୁ ଘଟଣା ସ୍ଥଳରେ ପହଞ୍ଚି ଥିଲା। February 25, 2026, 09:03 PM IST ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅଞ୍ଚଳରୁ ଆଜି ୨୫ କୋଟି ଟଙ୍କାର ଅଫିମ ଚାଷ ନଷ୍ଟ କରିଛି ଅବକାରୀ ବିଭାଗ। ମଳେହିପଡ଼ା ପଞ୍ଚାୟତ ଅନ୍ତର୍ଗତ କାଦୋପଡ଼ା ଗ୍ରାମର ବାଉଁଶଯୋରା ନାଳ କଡ଼ ସରକାରୀ ଜମିରେ ଚାଲିଥିଲା ବେଆଇନ ଅଫିମ ଚାଷ। କୌଣସି ସୂତ୍ରରୁ ଖବର ପାଇ ଆଜି ଦେବଗଡ଼ ଜିଲ୍ଲା ଅବକାରୀ ବିଭାଗରୁ ଘଟଣା ସ୍ଥଳରେ ପହଞ୍ଚି ଥିଲା। 25 Feb 2026 21:03 IST Mahendra Sahu Follow Us Odisha News Deogarh