ଗଳିତ ଶବ ଉଦ୍ଧାର

Advertisment
ଗଳିତ ଶବ ଉଦ୍ଧାର

ଧନକଉଡ଼ା/ବୁର୍ଲା: ଚିପିଲିମା ପାଓ୍ଵାର ଚାନେଲରୁ ଜଣେ ବୃଦ୍ଧଙ୍କ ଗଳିତ ଶବକୁ ଚିପିଲିମା ଫାଣ୍ଡି ପୁଲିସ ଚିହ୍ନଟ କରି ଏକ ଅପମୃତ୍ୟୁ ମାମଲାରେ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି। ମୃତକ ବୁର୍ଲା ଥାନାରେ କାର୍ଯ୍ୟରତ ହୋମଗାର୍ଡ ରବି ରଣାଙ୍କ ବାପା ଗୋକୁଳ ରଣା (୬୫) ଅଟନ୍ତି। ରବିବାର ପୂର୍ବାହ୍‌ଣ ୧୧ଟା ସମୟରେ ଶବ ଭାସୁଥିବା ଦେଖିବାକୁ ମିଳିଥିଲା। ସେ ଗତ ୭ ତାରିଖରୁ ନିଖୋଜ ଥିଲେ। କିଛି ଦିନ ପୂର୍ବରୁ ମଧ୍ୟ ପାଓ୍ଵାର ଚାନେଲରୁ ଦୁଇ ଶିଶୁପୁତ୍ରଙ୍କ ଶବ ଉଦ୍ଧାର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe