ମହିଳାଙ୍କୁ ଗଣଦୁଷ୍କର୍ମ, ୨ ଗିରଫ

Advertisment
ମହିଳାଙ୍କୁ ଗଣଦୁଷ୍କର୍ମ, ୨ ଗିରଫ

ଲଇଡ଼ା: କତରବଗା ଥାନା ଲଇଡ଼ା ଫାଣ୍ଡି ଅଂଚଳର ଜଣେ ବିବାହିତ ମହିଳାଙ୍କୁ ତାଙ୍କ ଦୁଇ ଜଣ ସଂପର୍କୀୟ ଦିଅର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୁଲିସ୍‌ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତ ତଥା ସଂପର୍କୀୟ ଦିଅର ଜଗଦୀଶ ବୁଦୁଲା ଓ କୁଶ ବୁଦୁଲାଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ସେମାନଙ୍କ ଡାକ୍ତରୀ ମାଇନା ପରେ ମଂଗଳବାର କୋର୍ଟ ଚାଲାଣ କରାଯାଇଥିବା କତରବଗା ଥାନାଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe