ସ୍କୁଟିରେ ଡାକ୍ତରଖାନାକୁ ଆସୁଥିଲେ: ଦୁର୍ଘଟଣାରେ ଆରପାରିକୁ ଚାଲିଗଲେ ସ୍ବାମୀ, ଅଳ୍ପକେ ବର୍ତ୍ତିଲେ ସ୍ତ୍ରୀ

Advertisment
ସ୍କୁଟିରେ ଡାକ୍ତରଖାନାକୁ ଆସୁଥିଲେ: ଦୁର୍ଘଟଣାରେ ଆରପାରିକୁ ଚାଲିଗଲେ ସ୍ବାମୀ, ଅଳ୍ପକେ ବର୍ତ୍ତିଲେ ସ୍ତ୍ରୀ

ଦେବଗଡ଼: ସ୍ବାମୀ-ସ୍ତ୍ରୀ ସ୍କୁଟିରେ ଦେବଗଡ଼ ଡାକ୍ତରଖାନାକୁ ଆସୁଥିଲେ ହେଲେ ବାଟରେ ଘଟିଲା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏଥିରେ ଆରପାରିକୁ ଚାଲିଗଲେ ସ୍ବାମୀ, ହେଲେ ଅଳ୍ପକେ ବର୍ତ୍ତିଯାଇଛନ୍ତି ସ୍ତ୍ରୀ। ଏଭଳି ଦୁର୍ଘଟଣା ଘଟିଛି ଦେବଗଡ଼ ସହରର ୪୯ ନମ୍ବର ରାଜପଥର ବାଇପାସ ଛକରେ।

ଟ୍ରକ ଚାପାରେ ସ୍କୁଟି ଆରୋହୀଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ରିଆମାଳ ବ୍ଲକ ବନାକାଲୋ ଗ୍ରାମର ବବଲୁ ପ୍ରଧାନ। ଏହାପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି। ସେଠାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe