ଗୋରୁ ଚୋରାଚାଲାଣ ବେଳେ ଆର.ଏସ.ଏସ. ସଦସ୍ୟଙ୍କ ଚଢ଼ାଉ: ଶହେରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର

Advertisment

୫ ବେପାରୀଙ୍କୁ ଧରି ପୁଲିସକୁ ଜିମା ଦେଲେ

୫ ବେପାରୀଙ୍କୁ ଧରି ପୁଲିସକୁ ଜିମା ଦେଲେ

ଗୋରୁ ଚୋରାଚାଲାଣ ବେଳେ ଆର.ଏସ.ଏସ. ସଦସ୍ୟଙ୍କ ଚଢ଼ାଉ: ଶହେରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର

ରିଆମାଳ: ଦେବଗଡ଼ ଜିଲ୍ଲାର ରିଆମାଳରୁ ଗୋରୁ ଚୋରାଚାଲାଣ ହେଉଥିବା ବେଳେ ରିଆମାଳ ଆର.ଏସ.ଏସ. ଶାଖାର ସଦସ୍ୟମାନେ ଶନିବାର ମଧ୍ୟରାତିରେ ଚଢାଉ କରିଛନ୍ତି। ସେମାନେ ୧ ଶହରୁ ଉର୍ଦ୍ଧ୍ୱ ଗୋରୁଗାଈଙ୍କୁ ଉଦ୍ଧାର କରିବା ସହ ୫ ବେପାରୀକୁ ଧରି ରିଆମାଳ ପୁଲିସକୁ ହସ୍ତାନ୍ତର କରିଛନ୍ତି।

କଣ୍ଟେନର ଜରିଆରେ ବାହାରକୁ ଚୋରା ଚାଲାଣ ହୋଇଥାନ୍ତା।ବହୁ ଦିନରୁ ଏହି ଅଞ୍ଚଳରୁ ଚୋରାଚାଲାଣ ହେଉଥିବା ନେଇ ଆର.ଏସ.ଏସ. ଶାଖାର ସଦସ୍ୟମାନେ ଖବର ପାଇଥିଲେ। ରାତି ଚଢ଼ାଉ କରି ବଡ଼ ଧରଣର ଚୋରା ଚାଲାଣକୁ ପଣ୍ଡ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe